ଲଗାଣ ବର୍ଷାରେ ହିନ୍ଦୋଳ ଉପଖଣ୍ଡ ପ୍ରଭାବିତ । ଗିରିଧର ପ୍ରସାଦ ଗ୍ରାମରେ ଭାଙ୍ଗିଗଲା ୩ବଖରା ଘର । ଲକ୍ଷ୍ୟାଧିକ ଟଙ୍କାର ସମ୍ପତି ନଷ୍ଟ ।ରିପୋର୍ଟ-ଉର୍ମିଳା ପାତ୍ର