NEET ସଫଳତା ପରେ ଡାକ୍ତର ହୋଇ ଲୋକସେବାର ସ୍ବପ୍ନ ରଖିଛନ୍ତି ଚିକିଟିର ଗୌରାଙ୍ଗ ପାଢ଼ୀ ଓ ବୁଗୁଡ଼ା ପାଣ୍ଡିରିପଡା ପଞ୍ଚାୟତର ଅମିତ ରଥ। ବିଦ୍ୟାଳୟରେ ସଫଳତାର ଉତ୍ସବ। ରିପୋର୍ଟ - ସମୀର କୁମାର ଆଚାର୍ଯ୍ୟ