Surprise Me!

ମହିଳା ସରପଞ୍ଚ ଚାମେଲୀଙ୍କ ଗିରଫଦାରୀକୁ ନେଇ ରାଜନୀତି ସରଗରମ, ସଫେଇ ରଖିଲା ପୋଲିସ

2026-06-12 0 Dailymotion

କେନ୍ଦ୍ରାପଡ଼ାର ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲୀ ଓଝାଙ୍କୁ ନେଇ ଘଟିଥିବା ବିବାଦ ରାଜନୈତିକ ରୂପ ନେଇଛି। ମହିଳା କଂଗ୍ରେସ ଓ ବିଜୁ ଜନତା ଦଳ ସରକାରଙ୍କୁ ସମାଲୋଚନା କରିଛନ୍ତି। ରାଧାକାନ୍ତ ମହାନ୍ତି,ସଞ୍ଜୀବ ରାୟଙ୍କ ରିପୋର୍ଟ