୬ନଂ ୱାର୍ଡ କର୍ପୋରେଟର ଶ୍ୱେତା ରେଖା ତ୍ରିପାଠୀ ଓ ୩୭ନଂ ୱାର୍ଡ କର୍ପୋରେଟର ବନୀତା ସାହୁ ଶ୍ମଶାନ ଟେଣ୍ଡର ଓ ବିକାଶମୂଳକ କାର୍ଯ୍ୟ ଅଟକିବା ପ୍ରତିବାଦରେ ଧାରଣା ଦେଇଥିଲେ ।ରିପୋର୍ଟ: ସମୀର କୁମାର ଆଚାର୍ଯ୍ୟ