Surprise Me!

ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟ ଫୋନ, ସୁଭଦ୍ରା ଶକ୍ତି ସମ୍ୱାଦ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

2026-06-13 0 Dailymotion

ଅଙ୍ଗନୱାଡି କର୍ମୀ, ସୁପରଭାଇଜର, ବ୍ଲକ ସଂଯୋଜକଙ୍କୁ ସ୍ମାର୍ଟଫୋନ ବଣ୍ଟନ, ମୋଟ ୭୨,୨୨୪ ଅଙ୍ଗନବାଡି କର୍ମୀ, ୨,୮୦୨ ମହିଳା ସୁପରଭାଇଜର ଓ ୩୩୮ ବ୍ଲକ ସଂଯୋଜକ ସ୍ମାର୍ଟଫୋନ ପାଇବେ । ରିପୋର୍ଟ: ଭବାନୀ ଶଙ୍କର ଦାସ