Surprise Me!

ସରପଞ୍ଚ ଚାମେଲିଙ୍କୁ ଗିରଫ ପରେ ପୁନଃ ହସ୍ପିଟାଲରେ ଭର୍ତ୍ତି; ଭେଟିଲେ ଭକ୍ତ, ସରଗରମ ରାଜନୀତି

2026-06-14 1 Dailymotion

PCC ସଭାପତି ଭକ୍ତ ଦାସ ତିଖିରି ସରପଞ୍ଚ ଚମେଲି ଓଝାଙ୍କୁ ହସ୍ପିଟାଲରେ ଭେଟି ତାଙ୍କ ଆଇନଗତ ଏବଂ ରାଜନୈତିକ ଲଢ଼େଇରେ ଦଳର ପୂର୍ଣ୍ଣ ସମର୍ଥନର ପ୍ରତିଶ୍ରୁତି ଦେଇଛନ୍ତି । ରିପୋର୍ଟ:ରାଧାକାନ୍ତ ମହାନ୍ତି