Surprise Me!

ତୀର୍ଥଯାତ୍ରୀ ବସ ଦୁର୍ଘଟଣା; ଡ୍ରାଇଭର ମୃତ, ୨୦ରୁ ଅଧିକ ଆହତ

2026-06-14 6 Dailymotion

ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥରେ ଭୋର ସକାଳୁ ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ରିପୋର୍ଟ: ଜୀବନଜ୍ୟାତି ନାୟକ