Surprise Me!

ମଣ୍ଡିରୁ ଉଠୁନି ଧାନ; ରଣମାଲ୍ ମଣ୍ଡି ଆଗରେ ଧାରଣା ଦେଲେ ଶତାଧିକ ଚାଷୀ

2026-06-14 0 Dailymotion

କଳାହାଣ୍ଡି ଜିଲ୍ଲାରେ ବଢ଼ୁଛି ଚାଷୀ ଅସନ୍ତୋଷ । ମଣ୍ଡି ସମସ୍ୟାରେ ଲାଗୁନି ବ୍ରେକ୍ । ବର୍ଷାରେ ଭିଜୁଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ।ମଣ୍ଡି ଆଗରେ ଧାରଣା ଦେଲେ ଚାଷୀ ।ରିପୋର୍ଟ: ଅଜିତ ସିଂ