Surprise Me!

ରଥଯାତ୍ରା ପୂର୍ବରୁ ଆରମ୍ଭ ହେଲା ରଙ୍ଗକାମ, ଫିକା ଗୋଲାପୀରେ ଝଟକିବ ବଡଦାଣ୍ଡ

2026-06-16 4 Dailymotion

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ବଡଦାଣ୍ଡରେ 3 କିଲୋମିଟର ପର୍ଯ୍ୟନ୍ତ ସମସ୍ତ କୋଠାକୁ ହାଲୁକା ଗୋଲାପୀ ରଙ୍ଗରେ ରଙ୍ଗୀନ କରାଯାଉଛି । ରିପୋର୍ଟ ଶକ୍ତି ପ୍ରସାଦ ମିଶ୍ର