Surprise Me!

ସମ୍ବଲପୁର ଶୀତଳଷଷ୍ଠୀ; ନୃସିଂହ ନିଉତା ସମ୍ପନ୍ନ, ବାବା ସୋମନାଥଙ୍କ ପତରପେଣ୍ଡି ଶୋଭାଯାତ୍ରା ଶେଷ

2026-06-16 5 Dailymotion

ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ନୃସିଂହ ନିଉତା ବା ଦେବ ନିମନ୍ତ୍ରଣ ସମ୍ପନ୍ନ ହୋଇଛି । ଆସନ୍ତା 18 ତାରିଖ ରାତିରେ ଦେବଦମ୍ପତିଙ୍କ ବିବାହ । ରିପୋର୍ଟ: ବାଦଶାହ ଜୁସ୍ମନ ରଣା