'ପାଠ୍ୟପୁସ୍ତକରେ ତ୍ରୁଟି ନେଇ ସରକାର ଅବଗତ ଅଛନ୍ତି । ଶିକ୍ଷକମାନେ ଭୁଲଗୁଡ଼ିକୁ ସଂଶୋଧନ କରି ପଢ଼ାଇବାକୁ କୁହାଯାଇଛି,'- ଗଣଶିକ୍ଷା ମନ୍ତ୍ରୀ । ରିପୋର୍ଟ- ବିକାଶ ଦାସ