Surprise Me!

ଜୁନ୍ 30 ସୁଦ୍ଧା SCBର ନୂଆ କ୍ଲିନିକାଲ୍ ୟୁନିଟ୍ ବିଲ୍ଡିଂ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ: ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

2026-03-19 1 Dailymotion

SCB ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚାଲିଥିବା ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି ଓଡ଼ିଶାର ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।