Surprise Me!

ଏଣିକି କ୍ୟାସ୍ ଓ ପେପର ବିହୀନ ହେବ ଜମି କିଣାବିକା ; ଦୁର୍ନୀତିମୁକ୍ତ ହେବ ପଞ୍ଜୀକରଣ କାର୍ଯ୍ୟାଳୟ, ଖୁବ୍‌ଶୀଘ୍ର ଆସିବ SOP: ରାଜସ୍ୱ ମନ୍ତ୍ରୀ

2026-07-08 1 Dailymotion

ସମସ୍ତ ଜମି କିଣାବିକା ଓ ଜମିଜମା ପଞ୍ଜୀକରଣ ବ୍ୟବସ୍ଥା ହେବ ସମ୍ପୂର୍ଣ୍ଣ କ୍ୟାସ୍ ଓ ପେପର ଲେସ୍ । ଏହା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ସ୍ଵଚ୍ଛ ଏବଂ ଦୁର୍ନୀତିମୁକ୍ତ କରିବ। ରିପୋର୍ଟ:ଭବାନୀ ଶଙ୍କର ଦାସ