କେଜିରୁ ପିଜି ଶିକ୍ଷା ସମ୍ପୂର୍ଣ୍ଣ ମାଗଣା ନୁହେଁ, ଛାତ୍ରଛାତ୍ରୀଙ୍କ ପାଇଁ ଯୋଗ୍ୟତା ସର୍ତ୍ତାବଳୀ ରଖାଯାଇଛି । ଶ୍ରେଣୀଗୃହରେ ସର୍ବନିମ୍ନ ୭୫% ଉପସ୍ଥାନ ରହିବା ଆବଶ୍ୟକ । ରିପୋର୍ଟ-ବିକାଶ କୁମାର ଦାସ