Surprise Me!

'ନହେଲା' ଗାଁରୁ ମାଓବାଦୀ ହଟିଲେ କିନ୍ତୁ ଦୁର୍ଦ୍ଦଶା ହଟିଲାନି; କେବେ ପୂରଣ ହେବ ଗାଁ ଲୋକଙ୍କ ସ୍ୱପ୍ନ

2026-06-16 1 Dailymotion

ଗାଁକୁ ବାହା ହୋଇ ଆସିଥିବା ଜଣେ ବୋହୂ ହିଁ ଏକମାତ୍ର ମହିଳା, ଯିଏ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ସବୁ ପୁୁରୁଷ, ଶିଶୁ ଏଠି ଅପାଠୁଆ ।
ରିପୋର୍ଟ-ଅଜିତ କୁମାର ସିଂହ