Surprise Me!

ରାଜଧାନୀ କାର୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଲା; ଆତ୍ମସମର୍ପଣ କରି ଡ୍ରାଇଭର କହିଲେ ଦୁର୍ଘଟଣାର କାରଣ

2026-06-16 0 Dailymotion

ନିୟୁ ଗଭର୍ନମେଣ୍ଟ କଲୋନୀରେ ରହୁଥିବା ଲିଙ୍ଗରାଜ ଟପ୍ପୋଙ୍କ ଆଜି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ରିପୋର୍ଟ- ସତ୍ୟଜିତ ରାଉତ