ମିଥୁନଙ୍କ ଅକାଳ ବିୟୋଗର ଘରର ଖୁସି, ସ୍ୱପ୍ନ ଉଜୁଡି ଯାଇଛି । ପରିବାର ସଦସ୍ୟ ଓ ସଂପର୍କୀୟ ସୁରଟ ଯାଇ ତାଙ୍କର ଶେଷକୃତ୍ୟ ସାରି ଗଞ୍ଜାମ ଫେରି ଆସିଛନ୍ତି । ରିପୋର୍ଟ-ସମୀର କୁମାର ଆଚାର୍ଯ୍ୟ