Surprise Me!

ମହଙ୍ଗା ପଡ଼ିଲା ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି, ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

2026-06-17 3 Dailymotion

ଉପବାଚସ୍ପତିଙ୍କ ଦସ୍ତଖତ ଜାଲିଆତି କରି ବଦଳି ହେବା ଘଟଣାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କୁ ଗିରଫ। ଅନ୍ୟତମ
ଅଭିଯୁକ୍ତା ମୋନାଲିସା ମଧ୍ୟ ଗିରଫ ହେବେ। ରିପୋର୍ଟ- ସତ୍ୟଜିତ ରାଉତ