Surprise Me!

ଅନୁଗୋଳ ପୋଲିସର ଡବଲ ଏନକାଉଣ୍ଟର; ସୁନା ଲୁଟେରାଙ୍କୁ ଗୁଳିମାଡ, ମହାରାଷ୍ଟ୍ରର ଦୁଇ ଅପରାଧୀ ଗୁରୁତର

2026-06-18 20 Dailymotion

ହଣ୍ଡପା ଜଙ୍ଗଲରେ ପୋଲିସ୍‌-ଲୁଟେରା ଗୁଳି ବିନିମୟ । ଦୁଇ ଲୁଟେରା କଟକ ଏସ୍‌ସିବି ମେଡିକାଲ୍‌ ସ୍ଥାନାନ୍ତର ହୋଇଛନ୍ତି । ରିପୋର୍ଟ- ସଂଗ୍ରାମ ରଞ୍ଜନ ନାଥ