Surprise Me!

ରାତି ପାହିଲେ NEET ପରୀକ୍ଷା; ଚାପ ନୁହେଁ, ଆତ୍ମବିଶ୍ୱାସ ହେଉ ସଫଳତାର ଚାବି

2026-06-20 2 Dailymotion

ଆସନ୍ତାକାଲି NEET ପରୀକ୍ଷା । ରାଜ୍ୟର ୧୩୨ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଅପରାହ୍ନ ୨ଟାରୁ ୫.୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ରିପୋର୍ଟ- ବିକାଶ କୁମାର ଦାସ