୨୦୨୧ମସିହା କୁଆଖିଆ ଥାନା ଅଂଚଳରେ ବହୁ ଚର୍ଚ୍ଚିତ ରମାଦେବୀ ମହାବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କୁ ହତ୍ୟା ଘଟଣାର ରାୟ ପ୍ରକାଶକଲେ ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ । ରିପୋର୍ଟ ଜ୍ଞାନ ରଞ୍ଜନ ଓଝା