Surprise Me!

ବଲାଙ୍ଗୀରରେ ଅଭାବନୀୟ ଘଟଣା: ବୃକ୍ଷ ରୋପଣ ପାଇଁ ଯାଇଥିବା 6 ବନ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଗ୍ରାମବାସୀ, ଭିଡିଓ ଭାଇରାଲ୍

2026-06-30 1 Dailymotion

ବଲାଙ୍ଗୀର ଜିଲ୍ଲା ଯୁବାମାଲ ମୁଣ୍ଡାପଡାରେ ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ ଚାଲିଥିବା ବେଳେ, ସେଠାକୁ ଯାଇଥିବା 6 ଜଣ ବନ କର୍ମଚାରୀଙ୍କୁ ଠେଙ୍ଗା-ବାଡ଼ିରେ ନିସ୍ତୁକ ପିଟିଛନ୍ତି ଉତ୍ତେଜିତ ଗ୍ରାମବାସୀ । ରିପୋର୍ଟ-ଶେଖ ମହମ୍ମଦ ୱାହିଦ