ଜୀବନ୍ତ ମଣିଷ ପରି ରାଜବୈଦ୍ୟ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବା ସହିତ ଆୟୁର୍ବେଦ ଉପଚାର କରନ୍ତି । ରାଜବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ଦଶମୂଳ ମୋଦକ ମହାପ୍ରଭୁଙ୍କୁ ଆରୋଗ୍ୟ ପାଇଁ ଦିଆଯାଇଥାଏ । ରିପୋର୍ଟ: ଶକ୍ତି ପ୍ରସାଦ ମିଶ୍ର