Surprise Me!

ସହାୟତାର ହାତ 'ସମ୍ବେଦନା'; ସ୍ୱାଭିମାନୀ ମଣିଷକୁ ସମ୍ମାନର ସହ ବଞ୍ଚିବା ପାଇଁ ଦେଖାଉଛି ବାଟ

2026-07-07 73 Dailymotion

ଅଭାବୀ ଲୋକଟିର ମନରେ ଭଲ ପିନ୍ଧିବାର, ଭଲ ଜିିନିଷ ବ୍ୟବହାର କରିବାର ଇଚ୍ଛାକୁ ପୂରଣ କରି ପାରିଛି 'ସମ୍ବେଦନା' ।
କ୍ୟାମେରାମ୍ୟାନ ଗଗନ ଜେନାଙ୍କ ସହ ଭବାନୀ ଶଙ୍କର ଦାସଙ୍କ ରିପୋର୍ଟ ।