ଚିଲିକା କାଙ୍କଣ ଶିଖରୀ ଲୀଳାକ୍ଷେତ୍ରରେ ମହାପ୍ରଭୁଙ୍କ ନିଆରା ରଥଯାତ୍ରା ଦେଖିବାକୁ ମିଳିଛି । ନୀଳ ଜଳରାଶିରେ ଚତୁର୍ଦ୍ଧା ମୂରତିଙ୍କୁ ଡଙ୍ଗାରେ ବସାଇ ରଥଯାତ୍ରା ଅନୁଷ୍ଠିତ ହୋଇଛି । ରିପୋର୍ଟ: ଗୋବିନ୍ଦ ଚନ୍ଦ୍ର ପଣ୍ଡା