ବାହାରିନ ଉପରେ ଲଗାତାର ଭାବେ ମିସାଇଲ ଆକ୍ରମଣ ଜାରି ରଖିଛି ଇରାନ । ତଥାପି ଶ୍ରୀଜଗନ୍ନାଥଙ୍କ ରଥ ଟାଣିବା ପାଇଁ ଶ୍ରଦ୍ଧାଳୁଙ୍କର ବିଶାଳ ସମାବେଶ ଦେଖିବାକୁ ମିଳିଥିଲା ।ରିପୋର୍ଟ-ଭବାନୀ ଶଙ୍କର ଦାସ