Surprise Me!

IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲା: ତଦନ୍ତରେ ଲାଗିଛନ୍ତି ୩ଟି ସ୍ୱତନ୍ତ୍ର ଟିମ୍ , ଫୋରେନ୍ସିକ୍ ରିପୋର୍ଟ ଆଧାରରେ ଚାଲିଛି ଯାଞ୍ଚ

2026-07-17 0 Dailymotion

ମୋବାଇଲ୍ ଡାଟା ବିଶ୍ଳେଷଣ ଜାରି; UD କେସ୍ ଭାବେ ତଦନ୍ତ ଜାରି। ସନ୍ଦେହଜନକ ତଥ୍ୟ ମିଳିଲେ ପୋଲିସ ନିୟମିତ ମାମଲା ରୁଜୁ କରିବ ବୋଲି କଟକ DCP କହିଛନ୍ତି। ରିପୋର୍ଟ - ନାରାୟଣ ସାହୁ