ଓଡିଶାରୁ ପ୍ରତିବର୍ଷ ୫୫୦୦କୋଟି ଟଙ୍କାର ମାଛ ରପ୍ତାନୀ ହେଉଛି । ଆଗାମୀ ଦିନରେ ଏହି ସଂଖ୍ୟାକୁ ୨୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି । ରିପୋର୍ଟ ସମୀର କୁମାର ଆଚାର୍ଯ୍ୟ