ଜନବସତିଠାରୁ 5 କିମି ଦୂର, ସବୁଜିମା ଭରା ଜଙ୍ଗଲ ଆଉ ଚାଷଜମି ପରିବେଷ୍ଟିତ ଏହି ବିଦ୍ୟାଳୟକୁ ଦେଖିଲେ ଏକ ଆଧୁନିକ ଗୁରୁକୁଳ ପରି ଲାଗିବ ।ରିପୋର୍ଟ-ଗୋବିନ୍ଦ ଚନ୍ଦ୍ର ପଣ୍ଡା