Surprise Me!

ସମ୍ବଲପୁର ମହାନଗର ନିଗମର ମାଷ୍ଟର ପ୍ଲାନ, ଜଳବନ୍ଦୀ ସମସ୍ୟାରୁ ମିଳିବ ମୁକ୍ତି !

2026-07-20 3 Dailymotion

ଡ୍ରେନେଜ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବ୍ୟବସ୍ଥିତ କରିବା ପାଇଁ SMC ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି । ଏହାକୁ ରାଜ୍ୟ ସରକାରଙ୍କ ସ୍ୱୀକୃତି ମିଳିଛି, ରିପୋର୍ଟ: ବାଦଶାହା ଜୁସ୍ମନ ରାଣା