ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ବଢ଼ୁଛି ତତ୍ପରତା। ପିସିସି ସଭାପତି ଭକ୍ତ ଚରଣ ଦାଶ ଦଳର ସଫଳତା ନେଇ ଆଶାବାଦୀ ଅଛନ୍ତି । ରିପୋର୍ଟ ସଞ୍ଜୀବ ରାୟ