ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଓଡ଼ିଆ ବିଜେପି ନେତାଙ୍କ ଉପରେ ଦଳର ହାଇକମାଣ୍ଡଙ୍କ ବଡ ଭରସା । ବଙ୍ଗରେ ବାସ କରୁଥିବା ଓଡିଆ ଲୋକଙ୍କ ଭୋଟ ପାଇଁ ବିଜେପିର ବ୍ଲୁ-ପ୍ରିଣ୍ଟ । ରିପୋର୍ଟ- ମନୋରଞ୍ଜନ ଶଙ୍ଖୁଆ