ଅନ୍ୟଦଳରୁ ନେତାଙ୍କୁ ଦଳରେ ସାମିଲ କରିବା ପୂର୍ବରୁ ତୃଣମୂଳ ସ୍ତରର ନେତାଙ୍କ ସହ ଆଲୋଚନା ହେବା ଆବଶ୍ୟକ ବୋଲି ବିଜେପି ବିଧାୟକ କହିଛନ୍ତି । ରିପୋର୍ଟ: ମନୋରଞ୍ଜନ ଶଙ୍ଖୁଆ