କଂଗ୍ରେସର ୩ ବିଧାୟକ କ୍ରସ ଭୋଟିଂ କରିଥିବାବେଳେ ବିଜେଡିର 7 ବିଧାୟକଙ୍କ କ୍ରସ୍ ଭୋଟିଂ ହୋଇଛି । ବିଜେଡିରୁ ଚକ୍ରମଣି, ସୌଭିକ ଏବଂ ସୁବାସିନୀ କ୍ରସ୍ ଭୋଟିଂ କରିଥିବା ସୂଚନା ରହଛି ।