Surprise Me!

ତୁଟୁନି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ-ବିଧାୟକ ବିବାଦ, ରାଜନୈତିକ ଦଳ ଘଟଣାରୁ ଦୂରେଇ ରହିବା ଭଲ କହିଲେ କଟକ ସାଂସଦ

2026-08-09 2 Dailymotion

ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଓ କଟକ ସଦର ବିଧ୍ୟାୟକ ବିବାଦକୁ ନେଇ ଉଗ୍ର ହେଲା ରାଜନୀତି । ବିଧାୟକ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ନେତା ଦାବି କରିଛନ୍ତି । ରିପୋର୍ଟ: ନାରାୟଣ ସାହୁ