ପ୍ରଭାତ ବିଶ୍ୱାଳଙ୍କ ବାସଭବନରେ ରୁଦ୍ଧଦ୍ୱାର ବୈଠକ; ୧୩ କର୍ପୋରେଟରଙ୍କ ସମର୍ଥନ ଓ ଦଳ ଛାଡ଼ିବାକୁ ଧମକ ପରେ ବିଜେଡି ପାଇଁ ସୃଷ୍ଟି ହୋଇଛି ସଙ୍କଟ । ରିପୋର୍ଟ: ନାରାୟଣ ସାହୁ