Surprise Me!

ମହାନଦୀ ଜଳ ବିବାଦ; ଟ୍ରିବ୍ୟୁନାଲଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ସସ୍ମିତ ପାତ୍ର

2026-04-25 0 Dailymotion

ଓଡ଼ିଶାର ଜୀବନରେଖା ମହାନଦୀକୁ ସୁରକ୍ଷିତ ରଖିବା ପାଇଁ ଟ୍ରିବ୍ୟୁନାଲଙ୍କ ସମ୍ମୁଖରେ ରାଜ୍ୟର ପକ୍ଷ ଦୃଢ଼ ଭାବେ ରଖିନ୍ତୁ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟସଭା ସାଂସଦ । ରିପୋର୍ଟ: ଭବାନୀ ଶଙ୍କର ଦାସ