Surprise Me!

ବିଜେଡ଼ିରେ ଦେବୀ ବିସ୍ଫୋରଣ; ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଛି ବୋଲି କହିଲେ ବାଙ୍କୀ ବିଧାୟକ

2026-03-16 1 Dailymotion

ମୁଁ ମୋର ମତ ସମଗ୍ର ଓଡିଶାର ଅଣ କଂଗ୍ରେସ ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତାଙ୍କୁ ଦେଇଛି । ବିବେକ ଅନୁମୋଦିତ ଭୋଟ ମୁଁ ସାବ୍ୟସ୍ତ କରିଛି ।