Surprise Me!

କାର୍ଯ୍ୟରତ ସରକାରୀ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ଜେଲ୍ ଗଲେ ପଞ୍ଜାବୀ ଯୁବକ

2026-07-20 1 Dailymotion

ଆକ୍ରମାଣକାରୀ ଗୁରପ୍ରୀତ ସିଂ ନାମକ ଯୁବକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ପଠାଇ ଦିଆଯାଇଛି । ରିପୋର୍ଟ-ରାଜେଶ ସରାପ