Surprise Me!

ନୟାଗଡ଼ ଚାଷୀଙ୍କ ପାଇଁ ସାର ଚିନ୍ତା, ମିଳୁନି ସାର ବଢିଛି ଦର

2026-07-21 3 Dailymotion

ସରକାରୀ ମୁଲ୍ୟ ଠାରୁ ଦୁଇଗୁଣା ଚଢା ଦରରେ ବିକ୍ରି ହେଉଛି ୟୁରିଆ ସାର । ଏହାକୁ ନେଇ ଚିନ୍ତାରେ ଚାଷୀକୁଳ । ରିପୋର୍ଟ ବିଶ୍ବଭୂଷଣ ମହାପାତ୍ର