Surprise Me!

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଭୁବନେଶ୍ବରରେ କଂଗ୍ରେସର ନାରାବାଜି

2026-07-23 3 Dailymotion

କକ୍ରୋଚ ଜନତା ପାର୍ଟି (CJP) ସମର୍ଥକଙ୍କ ଉପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଓଡ଼ିଶା କଂଗ୍ରେସର ତୀବ୍ର ପ୍ରତିବାଦ । ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଭୁବନେଶ୍ବରରେ କଂଗ୍ରେସ ସମର୍ଥକଙ୍କ ବିକ୍ଷୋଭ ପ୍ରଦର୍ଶନ। ରିପୋର୍ଟ-ସଞ୍ଜୀବ ରାୟ