ବଡ଼ଦାଣ୍ଡକୁ ଭାଗ କରୁଥିଲା ମାଳିନୀ ନଦୀ । ରାଣୀ ଶ୍ରଦ୍ଧାଦେବୀଙ୍କ ଚେଷ୍ଠାରେ ପୋତା ଯାଇଥିଲା ମାଳିନୀ ନଦୀ । ମାଳିନୀ ଓ 6 ରଥକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା । ରିପୋର୍ଟ:ଶକ୍ତି ପ୍ରସାଦ ମିଶ୍ର