Surprise Me!

ଏମକେସିଜିରେ ଭର୍ତ୍ତି କୋଭିଡ୍ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର: ଅନ୍ୟ ଦୁଇ ଜଣ ଘରେ ରହି ହେଉଛନ୍ତି ଚିକିତ୍ସିତ

2026-07-23 0 Dailymotion

ମେଡିକାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଯାହା ଚିକିତ୍ସା ଆବଶ୍ୟକ ରହିଛି ସେ ସମସ୍ତ ଚିକିତ୍ସା ତାଙ୍କୁ ଯୋଗାଇ ଦିଆଯାଉଥିବା ଅଧିକ୍ଷକ କହିଛନ୍ତି । ରିପୋର୍ଟ- ସମୀର କୁମାର ଆଚାର୍ଯ୍ୟ