Surprise Me!

ଯାଜପୁରରେ ଅତ୍ୟଧିକ ବର୍ଷାର ପ୍ରଭାବ: ଗାଁଠୁ ସହର ଜଳାର୍ଣ୍ଣବ ପରିସ୍ଥିତି, ଲୋକେ ହନ୍ତସନ୍ତ

2026-07-28 1 Dailymotion

ଯାଜପୁର ଜିଲ୍ଲା ସଦର ମହକୁମା ସମେତ ଜିଲ୍ଲାର ବ୍ୟାସନଗର ପୌର ପରିଷଦ ଅଞ୍ଚଳର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି । ରିପୋର୍ଟ- ଜ୍ଞାନ ରଞ୍ଜନ ଓଝା