Surprise Me!

ରାଜ୍ୟରେ ଜଳପ୍ରଳୟ; ବନ୍ୟାରେ ଗଲାଣି 5 ଜୀବନ, 7 ହଜାର 900 ହେକ୍ଟର ଜମି ଜଳମଗ୍ନ

2026-07-29 0 Dailymotion

ରାଜ୍ୟର 44 ବ୍ଲକର 236 ପଞ୍ଚାୟତ ପ୍ରଭାବିତ ହୋଇଛି । 30 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । 800 କଚା ଘର ଭାଙ୍ଗିଥିବା ଜଣାପଡିଛି ।
ରିପୋର୍ଟ-ଭବାନୀ ଶଙ୍କର ଦାସ