ଗତ 6 ମାସ ହେଲାଣି ନୂଆ କୋଠା ନିର୍ମାଣ ସରିଥିଲେ ସୁଦ୍ଧା ଉଦଘାଟନ ହୋଇପାରିନି । ଭଙ୍ଗା ଆଜବେଷ୍ଟ, ଫାର୍ମାସିଷ୍ଟଙ୍କ ଭରସାରେ ରୋଗୀ ସେବା । ରିପୋର୍ଟ: ଗୋବିନ୍ଦ ଚନ୍ଦ୍ର ପଣ୍ଡା