Surprise Me!

ନୂଆ ପ୍ରଭାରୀଙ୍କୁ ନେଇ କଂଗ୍ରେସରେ ଉନ୍ମାଦନା; ଚାଲିଛି ସାଙ୍ଗଠନିକ ସଂସ୍କାର, ଗୋଷ୍ଠୀ ରାଜନୀତିକୁ ଦେବ କଡ଼ା ବାର୍ତ୍ତା

2026-07-03 2 Dailymotion

କଂଗ୍ରେସ ଭବନରେ ବସିଲା ବହୁ ପ୍ରତୀକ୍ଷିତ ରାଜନୈତିକ ବ୍ୟାପାର କମିଟି ବୈଠକ, ନେତାଙ୍କ ପାଇଁ ଜାରି କରାଗଲା ସାତ ସୂତ୍ରୀୟ ଆଚରଣ ସଂହିତା ।
ରିପୋର୍ଟ-ସଞ୍ଜୀବ କୁମାର ରାୟ