ଦୁଇ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡ଼ିଛି ବୀର ନୀଳକଣ୍ଠପୁର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ନିର୍ମାଣ କାମ। ଷ୍ଟାଫ୍ ଅଭାବ,ଔଷଧ ସଙ୍କଟ ଓ କାଦୁଅ ପାଣି ଭିତରେ ଚାଲିଛି ଚିକିତ୍ସା। ରିପୋର୍ଟ: ରାଧାକାନ୍ତ ମହାନ୍ତି