୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରହ୍ଲାଦ କହିଥିଲେ, ଦ୍ରୁତ ବଦଳୁଥିବା ବିଶ୍ୱ ସହ ତାଳ ମିଳାଇ ଶିକ୍ଷା ବ୍ୟବସ୍ଥାକୁ ନିରନ୍ତର ବିକଶିତ ହେବାକୁ ପଡ଼ିବ । ରିପୋର୍ଟ- ମୀନତି ସିଂହ