Surprise Me!

ନିଆରା ମଣିଷ ମହମ୍ମଦ କ୍ରିଷ୍ଣା; ଅଟୋରେ ଦେଶ ସାରା ବୁଲିବୁଲି ବାଣ୍ଟୁଛନ୍ତି ଭାଇଚାରା ଏବଂ ବିଶ୍ବଶାନ୍ତିର ବାର୍ତ୍ତା

2026-08-07 18 Dailymotion

ବାଲେଶ୍ବରର ଯୁବକ ମହମ୍ମଦ କ୍ରିଷ୍ଣା ନିଜ ଅଟୋରେ ଦେଶ ସାରା ବୁଲିବୁଲି ବାଣ୍ଟୁଛନ୍ତି ଭାଇଚାରା ଏବଂ ବିଶ୍ବଶାନ୍ତିର ବାର୍ତ୍ତା । ଏବେ ସେ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଛନ୍ତି । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର